କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମଡ଼କ ଅଭିଯୋଗ । ଗତ ୧୮ ଦିନରେ ଚିକିତ୍ସାଧୀନ ୧୩ ଶିଶୁଙ୍କ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟାରେ କେବଳ ମଲେଣି ୪ ଶିଶୁ । ଶିଶୁ ମୃତ୍ୟୁ ନେଇ ଏଡିଏମଓ କିଶୋରେ ପୃଷ୍ଟିଙ୍କ ସୄଚନା । ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ଦେଖାଦେଇଛି । ଚିକିତ୍ସା ଅବହେଳା ଅଭିଯୋଗ କରି ମେଡିକାଲରେ ଉତେଜନା । ମେଡିକାଲରେ ପହଁଚିଲେ ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ।