Odia News Portal

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦିଲୀପ । ଅନ୍ୟ ଦୁଇଜଣ ନାମାଙ୍କନ ପ୍ରତ୍ୟାହାର କଲେ । ପ୍ରଥମ ଓଡିଆ ଭାବରେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ଦିଲୀପ ତିର୍କୀ । ୪୦୦ରୁ ଉର୍ଦ୍ଧ୍ୱ ଦେଶ ପାଇଁ ଖେଳିଛନ୍ତି । ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ । ଓଡିଶା ଦ୍ୱିତୀୟ ଥର ବିଶ୍ୱକପ ହକି ଆୟୋଜନ କରିବାକୁ ଯାଉଛି ।