Odia News Portal

ଜଳିଗଲା ମିଠା ଦୋକାନ:୧ ମୃତ, ୨ ଆହତ

ଦୋକାନରେ ନିଆଁ ଲାଗି ଜଣେ ମୃତ, ୨ ଆହାତ । ପାନପୋଷ ଛକରେ ଏକ ମିଠା ଦୋକାନରେ ହାଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସିଲିଣ୍ଡର ଫାଟି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ।