ପ୍ରକାଶ ପାଇଲା ଓଜେଏସ -୨୦୨୧ ରେଜଲ୍ଟ । ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନେଇ ଓପିଏସସିର ସୂଚନା । ଆଦ୍ୟାଶା ମିଶ୍ର ଟପ୍ପର , ଚେତନା ପଟ୍ଟନାୟକ ଦ୍ୱିତୀୟ , ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ , ବିଭୁପ୍ରସାଦ ନାୟକ ଚତୁର୍ଥ । ପୁଅଙ୍କୁ ପଛରେ ପକାଇ ଟପ-୩ରେ ରହିଲେ ଝିଅ । ସିଭିଲ୍ ଜଜ୍ ପଦବୀରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।