Odia News Portal

ଡିଏସପିରେ ନିଯୁକ୍ତି ପାଇଲେ ୧୨ ଅଧିକାରୀ

ରାଜ୍ୟ ପୋଲିସରେ ନିଯୁକ୍ତି ପାଇଲେ ଅଫିସର । ଡେପୁଟି ସୁପରିଟେଣ୍ଡଣ୍ଟ ଅଫ ପୋଲିସ ଭାବରେ ନିଯୁକ୍ତ ପାଇଛନ୍ତି ଅଫିସର । ହରି ସମ୍ପଦ ଦାସ ଡିଏସପି ସୋନପୁରରେ ନିଯୁକ୍ତ ହୋଇଛନ୍ତି । ସେହିପରି ବିଭୂତି ଭୂଷଣ ମହାପାତ୍ର ଡିଏସପି, ଢେଙ୍କାନାଳ ରେ ନିଯୁକ୍ତ , ସୁବ୍ରତ କୁମାର ଡିଏସପି, ରାଉରକେଲା , ଅମ୍ବିତ କୁମାର ମହାନ୍ତି ଡିଏସପି, କେଉଁଝର , ଉପସନା ପାଢୀ ଡିଏସପି , (ଆଇୟୁସିଏଡବ୍ଲ୍ୟୁ) କେଉଁଝର , ସଚିନ ପଟେଲ ଡିଏସପି, ପୁରୀ , ଶ୍ରାବଣୀ ନାୟକ ଡିଏସପି, ପୁରୀ , ରଶ୍ମୀ ରଂଜନ ସେନାପତି ଡିଏସପି, ଭଦ୍ରକ , ସମ୍ବିତ କୁମାର ମାଝୀ ଡିଏସପି, ସୁନ୍ଦରଗଡ , ବିରଞ୍ଚି ନାରାୟଣ ଜଗତ ଡିଏସପି, କେନ୍ଦ୍ରାପଡା , ସୈାମ୍ୟରଂଜନ ମଲ୍ଲିକ ଡିଏସପି, ଝାରସୁଗୁଡା , ମୀରା ନାୟକ ଡିଏସପି, ନୟାଗଡ ରେ ନିଯୁକ୍ତି ପାଇଛନ୍ତି । ମୋଟ ୧୨ ଜଣ ଅଫିସରଙ୍କୁ ମିଳିଛି ନିଯୁକ୍ତି ।