ଆଜିଠୁ ବ୍ୟାନ ନିଷ୍ପତ୍ତି କାର୍ଯ୍ୟକାରୀ, ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ଶ୍ରୀମନ୍ଦିର ଭିତରକୁ ନେଇପାରିବେ ନାହିଁ ସ୍ମାର୍ଟ ଫୋନ
ଆଜିଠାରୁ ଇଂରାଜୀ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ନେବା ନିଷିଦ୍ଧ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ମନା ହୋଇଛି ।
