ଅର୍ଚ୍ଚନା ନାଗ ଉପରେ ଇଡିର ଆଉ ଏକ ପ୍ରହାର । ଆଲିସାନ କୋଠା ଉପରେ ପଡିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର । ଇଞ୍ଚ ଇଞ୍ଚ କରି ମାପଚୁପ ନେଉଛନ୍ତି ଇଡିର ଅଧିକାରୀ । ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ରେ ଥିବା ଆଲିସାନ କୋଠାର ଚାଲିଛି ମାପଚୁପ । ଇଡିର ସ୍ୱତନ୍ତ୍ର ଟିମ୍ ଏହାର ତଦାରଖ କରୁଛନ୍ତି ।
Recover your password.
A password will be e-mailed to you.