Odia News Portal

ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ  ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ସ୍ୱଇଚ୍ଛାରେ ସମ୍ପର୍କ ରଖିଥିବା େ୪ତ୍ରରେ ଦୁଷ୍କର୍ମ ଆଇନ ବ୍ୟବହାର ଅନୁଚିତ । ସହମତିରେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ । ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ । ଦୁଷ୍କର୍ମ ମାମଲାରେ ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି କୋର୍ଟ ।