Odia News Portal

କେରଳରେ ପୁଣି ବିଜୟନ ସରକାର

ଥିରୁୱନନ୍ତପୁରମ : କେରଳରେ ପୁଣି ବିଜୟନ ସରକାର । କେରଳରେ କ୍ଷମତାସୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିଛନ୍ତି । କେରଳରେ ଭୋଟ ଗଣତି ଚାଲିଛି । ଶେଷ ଖବର ସୁଦ୍ଧା ବିଜୟନଙ୍କ ଏଲଡିଏଫ 89 ସିଟ୍ ଜିଣି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଉଥିବାବେଳେ ୟୁଡିଏଫ 46, ବିଜେପି 3 ସିଟ ରେ ଆଗୁଆ ରହିଛି।