ସିକ୍କିମରେ ଭୟଙ୍କର ହିମସ୍ଖଳନ,ବରଫ ତଳେ ଫଶି ରହିଛନ୍ତି ୧୫୦ରୁ ଅଧିକ ପର୍ଯ୍ୟଟକ
ମଙ୍ଗଳବାର ଦିନ ସିକ୍କିମରେ ହୋଇଥିବା ହିମସ୍ଖଳନ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫୦ରୁ ଅଧିକ ପର୍ୟ୍ୟଟକ ବରଫ ଝଡରେ ଫଶି ରହିଥିବା ବେଳେ ୮୦ ରୁ ଅଧିକ ପର୍ୟ୍ୟଟକ ବରଫ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ୧୫ମାଇଲ ଜେଏନ ରୋଡ ନିକଟରେ ଏଭଳି ସମୟରେ ବରଫ…