Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
‘ସମର୍ପଣ ନିଧି’କୁ ରାଷ୍ଟ୍ରପତିଙ୍କ ଲକ୍ଷେ ଟଙ୍କା ଦାନ
ପୁରୀ: ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ରାଷ୍ଟ୍ରପତିଙ୍କ ପତ୍ନୀ!-->…
ଶ୍ରୀଜିଉଙ୍କ ଦର୍ଶନ କରି ଆଶିଷ ଲାଭ କରିବେ ରାଷ୍ଟ୍ରପତି
ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ପହଞ୍ଚିଛନ୍ତି ରାଷ୍ଟ୍ରପତି
ଶିକ୍ଷା ବିକାଶରେ ନବୀନଙ୍କ ମାଇଲ୍ ଷ୍ଟୋନ୍
୭୫୫ଟି ଶିକ୍ଷାନୁଷ୍ଠାନକୁ ‘ମୋ କଲେଜ’ ଅଭିଯାନରେ ଯୋଡ଼ା ଯାଇଛି |
‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ…
‘ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ହେବ ନିଯୁକ୍ତି ସୃଷ୍ଟି’: ରାଷ୍ଟ୍ରପତି
ରାଉରକେଲା: ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ | ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି!-->…
ରାଉରକେଲାବାସୀଙ୍କୁ ସୁପର ସ୍ପେଶାଲିଟି ସୁବିଧା
ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଲୋକାର୍ପିତ
୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଖର୍ଚ୍ଚ ହୋଇଛି ୨୯୫ କୋଟି
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଗୋବିନ୍ଦା
ପୁରୀ: ବଲିଉଡ ଫିଲ୍ମ ଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ!-->…
ବେସାହାରାଙ୍କୁ ମିଳିଲା ବଞ୍ଚିବାର ରାହା
ବାପା ମା ଛେଉଣ୍ଡ ୪ ଅନାଥ ଶିଶୁଙ୍କୁ ମିଳିଲା ପ୍ରଶାସନର ସହାୟତା
କଳା ସଂସ୍କୃତିର ରାଜ୍ୟ ଓଡ଼ିଶା: ରାଷ୍ଟ୍ରପତି
ଓଡ଼ିଶାର ଗର୍ବ ଓ ଗୌରବ ଏନଆଇଟି ରାଉରକେଲା
ସାରା ଦେଶରେ ଓଡ଼ିଶାର ନାମ ଗର୍ବିତ କରିଛନ୍ତି ଏନଆଇଟି ଛାତ୍ରଛାତ୍ରୀ