Odia News Portal

ଫ୍ୟାମିଲକୋର୍ଟରେ ହାଜର ହେଲେ ଅନୁଭବ

କଟକ: ଫ୍ୟାମିଲକୋର୍ଟରେ ହାଜର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ତେବେ ସଦ୍ୟ ସୂଚନା ମୁତାବକ ଏଯାବତ ବର୍ଷ ପହଞ୍ଚି ନାହାଁନ୍ତି । ଆଜି ଉଭୟଙ୍କ ମାମଲା କୋର୍ଟରେ ବିଚାର ହେବ । ପୂର୍ବରୁ ଅନେକଥର ଉଭୟ ହାଜରୀ ହୋଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇନାହିଁ । ଦୀର୍ଘଦିନ ହେବ ଉଭୟଙ୍କ ବିବାଦ ଲାଗି ରହିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।