Odia News Portal

ଫସିଗଲେ ଜ୍ୟାକଲିନ


ବ୍ୟାପକ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରକୁ ନେଇ ଖୁଲାସା କରିଛିି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୦ କୋଟି ଅର୍ଥ ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ଚନ୍ଦ୍ରଶେଖରକୁ ଜେରା କରିବା ପରେ ଇଡି ଯେଉଁ ଚାର୍ଜସିଟ ପ୍ରସ୍ତୁତ କରିଛି ତାହା ଜାଣି ଆଶ୍ଚର୍ୟ୍ୟ ହେବେ । ଠକେଇ ଟଙ୍କାରେ ବଲିଉଡ ବିୟୁଟିଙ୍କ ସହ ମଉଜ କରୁଥିଲା ସୁକେଶ ।
ଜେରାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କୁ ନେଇ ସତ ଉଗାଳିଛି ଅଭିଯୁକ୍ତ ସୁକେଶ, ଯାହା ଚାର୍ଜସିଟରେ ଉଲ୍ଲେଖ ଅଛି ।