Odia News Portal

ଷ୍ଟେଜରେ ରାନୁଙ୍କ ଇଂରାଜୀ ଗାଳି,ଶୁଣିଲେ ହୋସ ଉଡିଯିବ, ଦେଖନ୍ତୁ ଭିଡିଓ

ମୁମ୍ବାଇ() ସୋସିଆଲ ମିଡିଆ ଷ୍ଟାର ରାନୁ ମଣ୍ଡଳ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ପୁଣି ରାନୁଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି।

ସୂଚନାଯୋଗ୍ୟ ରାନୁ ଏହି ଷ୍ଟେଜ ସୋ ରେ ସାମ୍ବାଦିକା ବରଖା ଦତ୍ତଙ୍କ ସହ କିଛି ଆଲୋଚନା ପରେ ବରଖା ତାଙ୍କୁ ଏକ ଗୀତ ଗାଇବାକୁ କହିଥିଲେ ତେବେ ରାନୁ ହିମେଶ ରଶମିୟାଁଙ୍କ ସହ ଯେଉଁ ଗୀତ ଗାଇଥିଲେ ତାହା ଗାଇବେ ବୋଲି କହିଥିଲେ।

https://youtu.be/Ex87GWqJzAs

ଏହାପରେ ରାନୁ କିଛି ସମୟ ଧରି ଚୁପ ହୋଇ ଛିଡା ହୋଇ ମନେ ପକାଇବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ସେ କିଛି ନ କହି ‘ଓ ମାଇ ଗଡ୍, ଆଇ ଫକ୍ ଇଟ୍ ଇଟ୍’ ବୋଲି କହିଥିଲେ। ଯାହାକୁ ଶୁଣି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ।