Odia News Portal

*U MOVIZ* ର ପ୍ରଥମ ସିନେମାର ପ୍ରଥମ ପୋଷ୍ଟର ଲଞ୍ଚ,

ଏହି ମନୋରମ ସମୟ ପାଇଁ ଏକ ଭାବଗମ୍ଭୀର ଓଡ଼ିଆ ଚଳ ଚିତ୍ର ଯାହା *U MOVIZ* ର ପ୍ରଥମ ସିନେମାର ପ୍ରଥମ ପୋଷ୍ଟର ଲଞ୍ଚ,

*U MOVIZ* ତରଫରୁ ଧନତ୍ରୟୋଦଶୀ ଉପଲକ୍ଷେ ସାରା ଓଡିଶା ବାସୀଙ୍କୁ ସୁଭେତ୍ସା, ଶୁଭ କାମନା,ଶୁଭ ସନ୍ଧ୍ୟା ସାରା ଓଡ଼ିଆ ଚଳଚିତ୍ର ଦର୍ଶକ ମାନଙ୍କୁ,

*U MOVIZ* ର ପ୍ରଥମ ଅବଦାନ ଆରମ୍ଭକରିବାକୁ ଯାଉଛି ଯାହାର ପ୍ରଯୋଜନାରେ ଅଛନ୍ତି,” *ଧନେଶ୍ୱର ପରିଡା* “ଏକ ରୋମାଣ୍ଟିକ ସଂଗୀତ ମୟ କାହାଣୀ ” *ସମ୍ଭବ* ” ଆପଣ ମାନଙ୍କ ଭଲପାଇବା ଆଶୀର୍ବାଦ ସବୁ ବେଳେ ରହିଥାଉ,

🎬 “ସାରା ଓଡ଼ିଆ ଦର୍ଶକ ମାନଙ୍କୁ ଝୁମେଇବା , ଏବେ ହୃଦୟ ରେ ଝଙ୍କାର କରିବ…”

ଏକ ସଙ୍ଗୀତମୟ ପ୍ରେମ କାହାଣୀ ଯାହାର କାହାଣୀ ରଚନା କରିଛନ୍ତି, ” *ରଞ୍ଜିତା ପରିଜା “,* ଖୁବ ଶୀଘ୍ର ଆସୁଛି, ଆପଣଙ୍କ ପାଇଁ।

ଯାହାର ଚିତ୍ର ନାଟ୍ୟ, ସଂଳାପ ଏବଂ ନିର୍ଦେଶନା,ଦେଉଛନ୍ତି ଜଣା ସୁଣା ନିର୍ଦେଶକ ରାଜ୍ୟ ସରକାରଙ୍କ ଦ୍ୱାରା ସନମାନିତ (ଶ୍ରେଷ୍ଠ ନିର୍ଦେଶକ) ” *ରାକେଶ ସାମଲ* “,

ମିଉଜିକ ରେ ମିଉଜିକ ସେନସେସନ ” *ବୈଦ୍ୟନାଥ ଦାସ”,* ଅନ୍ୟ ତମ ମ୍ୟୁଜିକରେ ” *ସାଇ ସୁଭଙ୍କର”*