Odia News Portal

କଙ୍ଗନାଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ୍

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ୍ କରାଯାଇଛି । ଏଥିସହିତ ଆପ୍ ବିଧାୟକ ରାଘବ ଚଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ୍ କମିଟି କଙ୍ଗନାଙ୍କୁ ଡିସେମ୍ବର ୬ ତାରିଖ ୧୨ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ତେବେ କଙ୍ଗନା ରଣୱତ କୃଷି ଆଇନ୍ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ତୁଳନା ଖଲିସ୍ତାନୀ ଆନ୍ଦୋଳନ ସହ କରିଥିଲେ । ଯାହା ପରେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ଏଫଆଇଆର୍ ଦାୟର ହୋଇଥିଲା ।

ଏହି କ୍ରମରେ ଦିଲ୍ଲୀ ଶିଖ ଗୁରୁଦ୍ୱାରର ପ୍ରବନ୍ଧକ ସମିତି କଙ୍ଗନାଙ୍କ ଏପରି ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାଇବର ଥାନାରେ ନିଜର ଅଭିଯୋଗ ଦାଖଲ କରିଥିଲା । ତତ୍ ସହିତ ବିଧାନସଭା ସମିତିର କହିବା କଥା, ସୋଶିଆଲ୍ ମିଡିଆରେ କଙ୍ଗନା ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଖଲିସ୍ତାନୀ ଆନ୍ଦୋଳନ ସହିତ ତୁଳନା କରିଛନ୍ତି । ଏହା ସହିତ ଶିଖ ସମୁଦାୟ ପ୍ରତି ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି । ଯେଉଁଥିପାଇଁ ତାଙ୍କ ବିରୋଧରେ ଏହି ସମନ ଜାରି କରାଯାଇଛି ।