Odia News Portal
Browsing Tag

Mumbai

ଜବତ ହେଲା ୭ କୋଟିର ଜାଲ ନୋଟ

ମୁମ୍ବାଇ: ୭ କୋଟିର ଜାଲ୍ ନୋଟ ଜବତ । ନକଲି ୨ ହଜାର ଟଙ୍କିଆ ନୋଟ ସବୁ ଜବତ । ୫୦ ହଜାର କି ଲକ୍ଷେ ନୁହେଁ ଏକାବେଳେ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୭ ଜଣଙ୍କୁ ଜାନୁଆରୀ ୩୧ ପର୍ୟ୍ୟନ୍ତ…

ମୁମ୍ବାଇରେ ଅଗ୍ନିକାଣ୍ଡ ୭ ମୃତ

ମୁମ୍ବାଇର କମଲା ବିଲ୍ଡିଂରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଟରେଡୋରେ ଥିବା ଭାଟିଆ ହସ୍ପିଟାଲ ନିକଟରେ ଥିବା ୨୦ ମହଲା କୋଠାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଆହତ ହୋଇଥିବା…

୧୦ କୋଟିର ଗିଫ୍ଟ

ବଢିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । କୋଟି କୋଟି ଟଙ୍କାର ଅର୍ଥ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର, ଅଭିନେତ୍ରୀ ଜ୍ୟାକଲିନଙ୍କୁ ଦେଇଥିଲେ ଅଦ୍ଭୁତ ଉପହାର । ଏହା ମଧ୍ୟରେ ଥିଲା ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପାର୍ସୀ ବିଲେଇ ।…

ବିବାହ ପରେ ଇଣ୍ଡଷ୍ଟ୍ରି ଛାଡିବେ କ୍ୟାଟ୍ରିନା

ବଲିଉଡର ବାର୍ବୀ ଡଲ୍ କ୍ୟାଟ୍ରିନା କୈଫ୍ ତାଙ୍କର ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ। ବିକି ଏବଂ କ୍ୟାଟ୍ରିନା ଡିସେମ୍ବର ୯ ରେ ସାତ ଫେରା ନେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ସବୁଆଡେ ସାମ୍ନାକୁ ଆସୁଛି, କିନ୍ତୁ ଏନେଇ ଦୁହେଁ ଏପର୍ୟ୍ୟନ୍ତ କୌଣସି ମନ୍ତବ୍ୟ…

ଯୋଗ କରି ଟ୍ରୋଲ ହେଲେ କରୀନା

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଦୁଇ ସନ୍ତାନଙ୍କ ପରେ ବି ସେ ଯୋଗ ଓ ବ୍ୟାୟମ କରି ନିଜକୁ ସବୁବେଳେ ଫିଟ ରଖିବାରେ ମାହିର । ନିଜ ୱାର୍କଆଉଟର ଭିଡିଓ ମଧ୍ୟ ସେ ଅଧିକାଂଶ ସମୟରେ ସେୟାର କରନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ…

କଙ୍ଗନାଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ୍

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ୍ କରାଯାଇଛି । ଏଥିସହିତ ଆପ୍ ବିଧାୟକ ରାଘବ ଚଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ୍ କମିଟି କଙ୍ଗନାଙ୍କୁ ଡିସେମ୍ବର…

ପରମବୀର ସିଂଙ୍କୁ ପଳାତକ ଘୋଷଣା

ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ…

ଏନସିବିରେ ହାଜର ହେଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଏନସିବିରେ ହାଜର ହୋଇଛନ୍ତି । ପୂର୍ବ ।ହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ‘ଏନ୍ସିବି’ରେ ଉପସ୍ଥିତ ହେବାକୁ ତାଙ୍କ ପ୍ରତି ନିର୍ଦେଶ ଜାରି ହୋଇଥିଲା । ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’…

ପୁଅ ଫେରିବା ଖୁସିରେ ଝଲସୁଛି ମନ୍ନତ

ମୁମ୍ବାଇ କୋର୍ଡିଲିଆ ଡ୍ରଗ୍ସ ମାମଲାରେ ବେଲ୍ ପାଇ ଶନିବାର ଘରକୁ ଫେରିଛନ୍ତି ବଲିଉଡ୍ ବାଦ୍‌ଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ପୁଅ ଫେରିବା ଖୁସୀରେ ସେଦିନ କାନ୍ଦି ପକାଇଥିଲେ ଶାହରୁଖ। ଆଉ ଆଜି ଦୀପାବଳି ପୂର୍ବରୁ ବିଭିନ୍ନ ଦାମିକିଆ ଲାଇଟ୍‌ରେ ଜଲସୁଛି ବଲିଉଡ୍ କିଂଙ୍କ ବିଳାସମୟ…

ଜେଲରୁ ବାହାରିଲେ ଆର୍ୟନ

ମୁମ୍ବାଇ: ଶେଷରେ ଜେଲରୁ ମୁକୁଳିଛନ୍ତି ଆର୍ୟନ ଖାନ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଥିଲେ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ଜେଲ ଆଗରେ ଲୋକଙ୍କ ଗହଳି…