Odia News Portal

ବର୍ଷା ସାଜିଲା ବାଧକ


ଜୁନିୟର ବିଶ୍ୱକପ ହକିରେ ବର୍ଷା ସାଜିଲା ବାଧକ ô ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ ରଖାଯାଇଛି । ସ୍ପେନ-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି ।