Odia News Portal

ଶାସ୍ତ୍ର ଅନୁସାର ଏହି ୫ ସ୍ଥାନରେ ରଖନ୍ତୁ ନାହିଁ ସମ୍ପର୍କ ନଚେତ…

ଶାସ୍ତ୍ରରେ କୁହାଯାଏ ଯେ ଆମ ଆଖପାଖରେ ବହୁତ ଏମିତି ସ୍ଥାନ ରହିଛି ଯେଉଁ ସ୍ଥାନରେ ପୁରୁଷ ଏବଂ ମହିଳାଙ୍କୁ ଯଦି ସମ୍ବନ୍ଧ ରଖନ୍ତି ତେବେ ଏହାର ଅଶୁଭ ଫଳ ମଣିଷ ଜୀବନରେ ପଡିଥାଏ। ଏମିତି କରିବା ଦ୍ବାରା ମଣିଷ ବହୁତ ପ୍ରକାରର ସମସ୍ୟାରେ ଘେରି ହୋଇ ରହିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ତଥ୍ୟ ଉପରେ ଚର୍ଚ୍ଚା କରିବାକୁ ଯାଉଛୁ। ଯେଉଁଠି ଆମେ ଜାଣିବା ସେହି ସ୍ଥାନ କେଉଁଠି, ଯେଉଁଠି ଭୁଲରେ ମଧ୍ୟ ସମ୍ବନ୍ଧ ରଖିବା ଉଚିତ ନୁହେଁ।
ନଦୀ : ବାସ୍ତୁ ଅନୁସାରେ ନଦୀ ପାଖରେ ଶରୀରିକ ସମ୍ବନ୍ଧ ରଖିବାକୁ ଅଶୁଭ ବୋଲି କୁହାଯାଇଛି। ଏମିତି କରିବାକୁ ବିଧ୍ବଂସକାରୀ ବୋଲି କୁହାଯାଇଛି। କୁହାଯାଏ ଯେ ଋଷି ପରାସର ଏବଂ ସରସ୍ବତୀଙ୍କର ଏହିଭଳି ସମ୍ବନ୍ଧ ମହାଭାରତ ଯୁଦ୍ଧକୁ ସ୍ରୁଷ୍ଟି କରିଥିଲା।
ଅଗ୍ନି : ହିନ୍ଦୁ ଧର୍ମରେ ଅଗ୍ନିକୁ ଦେବତା ବୋଲି ଧରାଯାଇଥାଏ। ବିବାହରେ ବ୍ୟକ୍ତି ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାନ୍ତି । କୁହାଯାଏ ଯେ ଅଗ୍ନି ପାଖରେ ଶାରୀରିକ ସମ୍ବନ୍ଧ ରଖିବାକୁ ଅଶୁଭ ବୋଲି କୁହାଯାଏ। ଏପରି କରିବା ଦ୍ବାରା ବ୍ୟକ୍ତି ପାପର ଭାଗିଦାରୀ ହୋଇଥାଏ।
ବ୍ରାହ୍ମଣଙ୍କ ପାଖରେ : ଶାସ୍ତ୍ର ଅନୁସାରେ ଯଦି ଆଖପାଖରେ କୌଣସି ବ୍ରାହ୍ମଣ ଏବଂ କୌଣସି ଗୁରୁ ଉପସ୍ଥିତ ଥିବେ, ତେବେ ଏହିଭଳି ପରିସ୍ଥିତିରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ। ଏମିତି କରିବା ଦ୍ବାରା ତାଙ୍କୁ ଅପମାନ ହୋଇଥାଏ ବୋଲି କୁହାଯାଏ।
ମନ୍ଦିର : ବାସ୍ତୁ ଅନୁସାରେ ମନ୍ଦିର ପରିସରରେ ଶାରୀରିକ ସମ୍ବନ୍ଧ ରଖିବା ମହାପାପ ବୋଲି କୁହାଯାଏ। ଏହା ସହିତ ମନ୍ଦିର ଆଖପାଖରେ ମଧ୍ୟ ସମ୍ବନ୍ଧ ରଖିବାକୁ ପାପାକାରୀ ବୋଲି କୁହାଯାଇଥାଏ। ଏହା ସହିତ ନବଜାତ ଶିଶୁଙ୍କ ପାଖରେ ଶାରୀରିକ ସମ୍ବନ୍ଧ ରଖିବାକୁ ମହାପାପ ବୋଲି କୁହାଯାଏ। ଏହାଛଡା ଅନ୍ୟକାହା ଘରେ ସମ୍ବନ୍ଧ ରଖିବାକୁ ମଧ୍ୟ ବାରଣ କରାଯାଇଛି।
ସମାଧି : କୁହାଯାଏ ଯେ ସମାଧି ପାଖରେ ଶାରୀରିକ ସମ୍ବନ୍ଧ ରଖିବାକୁ ବହୁତ ଅଶୁଭ ବୋଲି ଧରାଯାଇଛି। ଏମିତି ସ୍ଥାନରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ଦାମ୍ପତ୍ୟ ଜୀବନରେ ବହୁତ ସମସ୍ୟା ଏବଂ ଚିନ୍ତା ଦେଖାଯାଇଥାଏ।