Odia News Portal

ପଶ୍ଚିମବଙ୍ଗରେ ଦୁର୍ଘଟଣା: ୨ ଓଡ଼ିଆ ମୃତ

ଭ୍ଞ୍ଜନଗରରୁ ପଶ୍ଚିମବଙ୍ଗ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ । ସୀମାବର୍ତ୍ତୀ ନାରାୟଣଗଡ଼ ନିକଟରେ ଟ୍ରକ୍ ସହ କାର୍ ଧକ୍କା ହୋଇଛି । ଦୁର୍ଘଟଣାରେ କାରରେ ଥିବା ୨ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମଧରେ ଶିଶୁ ଓ ମହିଳା ଥିବାବେଳେ ମେଦିନାପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାରଟି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରୁ ରାଣୀଗଞ୍ଜ ଯାଉଥିଲା । ଜଣେ ମୃତକଙ୍କ ନାଁ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡ଼ିଛି ।