Odia News Portal

ବାପ, ପୁଅ ଓ ଝିଅଙ୍କୁ ଟିକେଟ

କଂଗ୍ରେସ ବାପ, ପୁଅ ଓ ଝିଅଙ୍କୁ ଟିକେଟ ଦେଇଛି ।

ଭୁଜବଳ ମାଝୀ ଓ ଝିଅ ଲିପିକା ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଛି ।ଭୁଜବଳ ନବରଙ୍ଗପୁରରୁ ଲୋକସଭା ଟିକେଟ ପାଇଛନ୍ତି । ଭୁଜବଳଙ୍କ ଝିଅ ଲିପିକା ମାଝୀଙ୍କୁ ଡାବଗୁାଁ ବିଧାନସଭା ଟିକେଟ ମିଳିଛି ।
 
ସେହିପରି ଭକ୍ତଚରଣ ଦାସ ଓ ପୁଅ ସାଗର ଦାସଙ୍କୁ କଂଗ୍ରେସ ଟିକେଟ ଦେଇଛି । ଭକ୍ତଚରଣଙ୍କୁ ନର୍ଲା ବିଧାନସଭା ଆସନରୁ ଟିକେଟ ମିଳିଛି । ପୁଅ ସାଗର ଦାସଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ଟିକେଟ ମିଳିଛି ।