Odia News Portal

ବିଜେଡିର ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ ମିଶ୍ର

ଯୋଗଦେବାକ୍ଷଣି ବିଜେଡିର ନୂଆ ଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର । ବିଜେଡିର ଜାତୀୟ ମୁଖପାତ୍ର ଭାବେ ସଂତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ । ସଂଜୟ ଦାସବର୍ମାଙ୍କୁ ମଧ୍ୟ ମୁଖପାତ୍ର ଦାୟିତ୍ୱ ଦେଲେ ସୁପ୍ରିମୋ ।