ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପି lନବୀନଙ୍କ ବକ୍ତବ୍ୟରୁ ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି କହିଲା ବିଜେପି l
ବିଜେପି ପକ୍ଷରୁ ମୁଖପାତ୍ର ଅନୀଲ ବିଶ୍ୱାଳ ‘ଏକ୍ସ’ ରେ ପ୍ରତିକ୍ରିୟା ରଖିଛନ୍ତି,ସେ ୨୪ ବର୍ଷ ଶାସନରେ ଥିଲେ, କନ୍ଧମାଳ ଦଙ୍ଗା ବେଳେ କିଏ ମୁଖ୍ୟମନ୍ତ୍ରୀ ଥିଲେ
୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ ବେଳେ କିଏ ଶାସନ କରୁଥିଲେ ?ରାଜନୈତିକ ରୁଟି ସେକିବାକୁ ନବୀନ ସାଂପ୍ରଦାୟିକ ବୟାନବାଜି କରିବା ନିନ୍ଦନୀୟ lଭଦ୍ରକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କ ଫଟୋ ବିଜେଡ଼ି ବିଧାୟକଙ୍କ ସହ ରହିଛି କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନବୀନ ରାଜ୍ୟସଭା ସଂସଦ କରିଛନ୍ତି l ଏହା କଣ ନବୀନବାବୁଙ୍କ ସୁଶାସନର ପ୍ରତୀକ କି ପଚାରିଲା ବିଜେପି l
Sign in
Sign in
Recover your password.
A password will be e-mailed to you.