Odia News Portal

ସନ୍ଦେହରୁ ପତ୍ନୀକୁ ଛୁରାମାଡ

ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟରେ ମହିଳାଙ୍କୁ ସ୍ୱାମୀଙ୍କ ଛୁରାମାଡ ଘଟଣା । ସନେ୍ଦହ ଓ ରାଗରେ ସ୍ୱାମୀ ଛୁରା ମାଡ କରିଥିବା କହିଲେ ଏସିପି-୩ । ୨୦୧୮ରେ ବାହା ହୋଇଥିଲେ, ସେମାନଙ୍କର ୫ ବର୍ଷର ପୁଅ ଅଛି । କୌଣସି ବିବାଦରୁ ୨ ବର୍ଷ ହେଲା ମହିଳାଜଣକ ତାଙ୍କ ଗାଁରେ ରହୁଥିଲେ । ପ୍ରତିପୋଷଣ ପାଇଁ ଗଲା ସପ୍ତାହେ ହେଲା ଏଠାରେ ଚାକିରି କରୁଥିଲେ । ଗତକାଲି ଅଭିଯୁକ୍ତ ସେଠି ପହଞ୍ଚô ପତ୍ନୀଙ୍କୁ ଡାକି ଛୁରା ମାଡ କରିଥିଲା । ବଡବାପାଙ୍କ ଶୁଦ୍ଧିକ୍ରିୟାକୁ ନଯିବାରୁ ରାଗରେ ଛୁରା ମରିଥିବା କହିଛି । କୌଣସି କାରଣରୁ ପତ୍ନୀଙ୍କ ଉପରେ ଅଭିଯୁକ୍ତର ମନେ୍ଦହ ମଧ୍ୟ ରହିଥିଲା ।