Odia News Portal

ଅନୈତିକ ସମ୍ପର୍କ ସନ୍ଦେହ: ସ୍ତ୍ରୀକୁ ହତ୍ୟା କରି ନଦୀରେ ଫିଙ୍ଗିଲା ସ୍ୱାମୀ

ଅନୈତିକ ସମ୍ପର୍କ ସନ୍ଦେହରେ ଜଘନ୍ୟ କାଣ୍ଡ ଭିଆଇଛି ସ୍ୱାମୀ l ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଖାରେ ବାନ୍ଧି ନଦୀରେ ଫିଙ୍ଗି ଦେଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ଗୁରୁଣ୍ଡିଆ ଥାନା ପଂକଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେl ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣ ଓରାମକୁ ଅଟକ ରଖିଛି l

ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଖାରେ ବାନ୍ଧି ନଦୀରେ ଫିଙ୍ଗି ଦେଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ଗୁରୁଣ୍ଡିଆ ଥାନା ପଂକଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେl ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣ ଓରାମକୁ ଅଟକ ରଖିଛି l ମୃତ ମହିଳା ଜୟନ୍ତୀ କୁଜୁର ଅଙ୍ଗନବାଡି କର୍ମୀ ଥିଲେ l ଅଭିଯୁକ୍ତ ସ୍ୱାମୀର ବୟାନ ଅନୁଯାୟୀ, ପୁଲିସ ଆଜି ଲାଠିକଟା ଟିମଜୋର ନଦୀରେ ମୃତ ମହିଳାଙ୍କ ଅଖାବନ୍ଧା ଶବକୁ ଖୋଜୁଛି l
ମୃତ ମହିଳା ଜୟନ୍ତୀ କୁଜୁର ଅଙ୍ଗନବାଡି କର୍ମୀ ଥିଲେ l ଅଭିଯୁକ୍ତ ସ୍ୱାମୀର ବୟାନ ଅନୁଯାୟୀ, ପୁଲିସ ଆଜି ଲାଠିକଟା ଟିମଜୋର ନଦୀରେ ମୃତ ମହିଳାଙ୍କ ଅଖାବନ୍ଧା ଶବକୁ ଖୋଜୁଛି l