Odia News Portal

ଆମରି ଶିଶୁ’ ଚ ପୋର୍ଟାଲ ଉନ୍ମୋଚନ କଲେ ପ୍ରଭାତୀ ପରିଡା  

ଉନ୍ମୋଚିତ ହେଲା ଆମରି ଶିଶୁ ୱେବ ପୋର୍ଟାଲ । ଏହାର ଉନ୍ମୋଚନ କଲେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ପ୍ରଭାତୀ ପରିଡା ।  ପୋର୍ଟାଲରେ ଶିଶୁଙ୍କ ତଥ୍ୟ ଅପଲୋଡ କରିବେ ଅଙ୍ଗନୱାଡି  କର୍ମୀ । ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ କାମ କରିବ ପୋର୍ଟାଲ ।