Odia News Portal

ଏକାଠି ଜଳିଲା ବାପପୁଅଙ୍କ ଜୁଇ

ପୁଅର ମୃତ୍ୟୁ ଖବର ଶୁଣି ବାପାର ମୃତ୍ୟୁ ହୋଇଥିବା ସୂଚନା । ତରଭା ଗାଁରେ ଶୋକାକୁଳ ପରିବେଶ ଏବଂ ଏକାଠି ଜଳିଲା ଜୁଇ । ଅସୁସ୍ଥ ବାପାକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ନେଇଥିଲା ପୁଅ । ହଠାତ୍ ଅସୁସ୍ଥ ହେବାରୁ ମେଡିକାଲରେ ହିଁ ପୁଅର ମୃତ୍ୟୁ ହୋଇଗଲା । ପୁଅର ମୃତ୍ୟୁ ଖବର ଶୁଣି ଅସୁସ୍ଥ ବାପାର ଜୀବନ ଗଲା ।