Odia News Portal

କଂଗ୍ରେସରେ ମିଶିଲେ ସୁଦର୍ଶନ ଜେନା

ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସରେ ସାମିଲ୍ । ପ୍ରଭାରୀ, ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ୍ । ଗଣତନ୍ତ୍ରକୁ ବଞ୍ଚାଇବାକୁ କଂଗ୍ରେସରେ ଯୋଗ ଦେଲି କହିଲେ ସୁଦର୍ଶନ ।