Odia News Portal

କାଶ୍ମୀର ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ମୋଦୀ

ଆମେରିକା ଉପରାଷ୍ଟ୍ରପତି ଭାନ୍ସ ଙ୍କୁ ରୋକ ଠୋକ ଶୁଣାଇଲେ ମୋଦୀ l ସମାରିକ ଲକ୍ଷ ପୂରଣ ହୋଇଛି ବୋଲି କହିଲେ ମୋଦୀ l pok ବ୍ୟତୀତ ଅନ୍ୟ କଥା ନାହିଁ l ଆମେ କାହାର ମଧ୍ୟସ୍ଥତା ଚାହୁଁନାହୁଁ l

ଅନ୍ୟ କୌଣସି ପ୍ରସଙ୍ଗ ରେ ଆଲୋଚନା କରିବୁନୁ l