Odia News Portal

କୁବେର ଡିଏଫଓ ଙ୍କ ଅମାପ ସମ୍ପତ୍ତି ଠାବ

ରାୟଗଡା ଡିଏଫଓ ବିଜୟ ପରିଡା ଙ୍କ ପୁଳା ପୁଳା ସମ୍ପତ୍ତି ଠାବ | କଟକ ରେ ୧.୮ କୋଟି ଚାରି ମହଲା ଘର ଠାବ । ରସୁଲଗଡ଼ ରେ ୩ ମହଲା କୋଠା ପାଟିରେ ରେ ଗୋଟିଏ ଫ୍ଲାଟ ଠାବ । ଭୁବନେଶ୍ୱର , ପୁରୀ , କଟକ , ଯାଜପୁର ରେ ୮ଟି ଫ୍ଲାଟ ଠାବ । ଡିଏଫଓ ଙ୍କ ଘରୁ ନଗଦ ୧.୨୪ ଲକ୍ଷ ତାଙ୍କ ଜବାଦ କଲା ଭିଜିଲାନ୍ସ । ଗୋଟିଏ କାର ଓ ଦୁଇଟି ବାଇକ ଜବଦ , ଏବେବି ଚାଲିଛି ଯାଞ୍ଚ ।