ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ଡାକ୍ତରୀ ମାଇନା କରିଥିବା ଡାକ୍ତର ତଥ୍ୟ ପ୍ରକାଶ କରିଛନ୍ତି । ଏଫଏମଟି ବିଭାଗୀୟ ମୁଖ୍ୟଙ୍କ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ । ତଥ୍ୟ ଅନୁସାରେ ଦୁଷ୍କର୍ମ ବେଳେ ବ୍ୟବହାର କରିଥିଲେ ଗର୍ଭ ନିରୋଧ ସାମଗ୍ରୀ । ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ଲାଗି ବ୍ୟବହାର କରିଥିଲେ । ପୂର୍ବରୁ ଅଭିଯୁକ୍ତ ଯୋଜନା ଥିବା ସନ୍ଦେହ କରାଯାଉଛି ।