୨୯ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୯ ରାଉଣ୍ଡ ସୁଦ୍ଧା ୮୩ ହଜାର ୭୪୮ ଭୋଟ୍ରେ ଆଗୁଆ
୨୯ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୨୩୮୬୯ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୪୦୧୨୧ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୮୪୦୮ ଭୋଟ୍
୨୮ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୮ ରାଉଣ୍ଡ ସୁଦ୍ଧା ୮୩ ହଜାର ୭୪୮ ଭୋଟ୍ରେ ଆଗୁଆ
୨୮ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୨୩୮୬୯ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୪୦୧୨୧ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୮୪୦୮ ଭୋଟ୍
୨୭ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୭ ରାଉଣ୍ଡ ସୁଦ୍ଧା ୮୩ ହଜାର ୨୦୪ ଭୋଟ୍ରେ ଆଗୁଆ
୨୭ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୨୩୨୪୩ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୪୦୦୩୯ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୮୨୫୬ ଭୋଟ୍
୨୬ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୬ ରାଉଣ୍ଡ ସୁଦ୍ଧା ୮୨ ହଜାର ୯୧୧ ଭୋଟ୍ରେ ଆଗୁଆ
୨୬ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୨୨୮୯୮ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୯୯୮୭ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୮୦୧୧ ଭୋଟ୍
୨୫ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୫ ରାଉଣ୍ଡ ସୁଦ୍ଧା ୮୧ ହଜାର ୩୮୧ ଭୋଟ୍ରେ ଆଗୁଆ
୨୫ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୨୦୪୬୬ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୯୦୮୫ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୭୪୬୪ ଭୋଟ୍
୨୪ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୪ ରାଉଣ୍ଡ ସୁଦ୍ଧା ୭୮ ହଜାର ୫୩୪ ଭୋଟ୍ରେ ଆଗୁଆ
୨୪ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୧୬୧୫୯ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୭୬୨୫ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୬୦୨୩ ଭୋଟ୍
୨୩ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୩ ରାଉଣ୍ଡ ସୁଦ୍ଧା ୭୬ ହଜାର ୧୪୨ ଭୋଟ୍ରେ ଆଗୁଆ
୨୩ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୧୨୫୮୭ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୬୪୪୫ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୪୩୬୬ ଭୋଟ୍
୨୨ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୨ ରାଉଣ୍ଡ ସୁଦ୍ଧା ୭୩ ହଜାର ୧୩୯ ଭୋଟ୍ରେ ଆଗୁଆ
୨୨ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୦୮୨୪୦ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୫୧୦୧ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୩୦୮୮ ଭୋଟ୍
୨୧ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୧ ରାଉଣ୍ଡ ସୁଦ୍ଧା ୬୯ ହଜାର ୨୨୫ ଭୋଟ୍ରେ ଆଗୁଆ
୨୧ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୦୩୦୮୩ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୩୮୫୮ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୨୦୫୨ ଭୋଟ୍
୨୦ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୨୦ ରାଉଣ୍ଡ ସୁଦ୍ଧା ୬୫ ହଜାର ୫୯୮ ଭୋଟ୍ରେ ଆଗୁଆ
୨୦ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୯୭୭୮୯ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୨୧୯୧ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୦୪୨୩ ଭୋଟ୍
୧୯ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୯ ରାଉଣ୍ଡ ସୁଦ୍ଧା ୬୨ ହଜାର ୩୧୩ ଭୋଟ୍ରେ ଆଗୁଆ
୧୯ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୯୨୯୪୭ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୦୬୩୪ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୯୦୨୬ ଭୋଟ୍
୧୮ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୮ ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟ୍ରେ ଆଗୁଆ
୧୮ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୮୮୨୭୮ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୨୮୩୬୬ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୭୪୩୮ ଭୋଟ୍
୧୭ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୭ ରାଉଣ୍ଡ ସୁଦ୍ଧା ୫୬ ହଜାର ୯୯୯ ଭୋଟ୍ରେ ଆଗୁଆ
୧୭ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୮୩୭୫୨ ଭୋଟ୍
ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୨୬୭୫୩ ଭୋଟ୍
ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୬୨୦୩ ଭୋଟ୍
୧୬ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୬ ରାଉଣ୍ଡ ସୁଦ୍ଧା ୫୩ ହଜାର ୮୭୨ ଭୋଟ୍ରେ ଆଗୁଆ
୧୬ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୭୮୫୦୭ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୪୬୩୫ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୪୨୫୧ ଭୋଟ୍
୧୫ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୫ ରାଉଣ୍ଡ ସୁଦ୍ଧା ୫୦ ହଜାର ୬୫୬ ଭୋଟ୍ରେ ଆଗୁଆ
୧୫ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୭୩୭୪୫ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୩୦୮୯ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୨୬୧୮ ଭୋଟ୍
୧୪ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୪ ରାଉଣ୍ଡ ସୁଦ୍ଧା ୪୬ ହଜାର ୭୧୩ ଭୋଟ୍ରେ ଆଗୁଆ
୧୪ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୬୮ ,୫୬4 ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୧ ,୫୮୧ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୧୪୬୦ ଭୋଟ୍
୧୩ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୩ ରାଉଣ୍ଡ ସୁଦ୍ଧା ୪୩ ହଜାର ୨୩୪ ଭୋଟ୍ରେ ଆଗୁଆ
୧୩ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୬୩,୫୨୨ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୦,୧୦୩ ଭୋଟ୍
୧୨ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୨ ରାଉଣ୍ଡ ସୁଦ୍ଧା ୪୦ ହଜାର ୩୧୩ ଭୋଟ୍ରେ ଆଗୁଆ
୧୨ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୯,୩୬୬ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୯,୦୫୩ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୭,୪୩୭ ଭୋଟ୍
୧୧ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
୧୧ ରାଉଣ୍ଡ ସୁଦ୍ଧା ୩୬ ହଜାର ୭୯୬ ଭୋଟ୍ରେ ଆଗୁଆ
୧୧ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୪,୯୮୦ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୮,୧୮୪ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୫,୩୩୭ ଭୋଟ୍
ଦଶମ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଦଶମ ରାଉଣ୍ଡରେ ସୁଦ୍ଧା ଢୋଲକିଆଙ୍କୁ ୫୦,୩୩୩ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନି ଛୁରିଆଙ୍କୁ ୧୭,୧୦୧ଭୋଟ୍
ତୃତୀୟ ସ୍ଥାନରେ ଘାସିରାମ ମାଝୀମଙ୍କୁ ୧୩,୭୫୧ ଭୋଟ୍
ନବମ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ନବମ ରାଉଣ୍ଡ ସୁଦ୍ଧା ୩୬ ହଜାର ୪୬୭ ଭୋଟରେ ଆଗୁଆ
ନବମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୪୫,୨୫୧ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୪,୭୮୪ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୧,୯୫୭ ଭୋଟ୍
ଅଷ୍ଟମ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟ୍ରେ ଆଗୁଆ
ଅଷ୍ଟମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୪୧,୫୨୦ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୨,୬୩୨ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୦,୬୪୯ ଭୋଟ୍
ସପ୍ତମ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ସପ୍ତମ ରାଉଣ୍ଡ ସୁଦ୍ଧା ୨୫ ହଜାର ୩୪୬ ଭୋଟ୍ରେ ଆଗୁଆ
ସପ୍ତମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୬,୦୮୮ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୦,୭୪୨ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୯,୪୭୪ ଭୋଟ୍
ଷଷ୍ଠ ରାଉଣ୍ଡ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଷଷ୍ଠ ରାଉଣ୍ଡ ସୁଦ୍ଧା ୨୧ ହଜାର ୯୯୫ ଭୋଟ୍ରେ ଆଗୁଆ
ଷଷ୍ଠ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୦୬୪୧ ଭୋଟ୍
ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୮୬୪୬ ଭୋଟ୍
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୭୮୯୧ ଭୋଟ୍
ପଞ୍ଚମ ରାଉଣ୍ଡ
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ
ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ ଭୋଟ୍ରେ ଆଗୁଆ
ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍
ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୬୭୯୭ ଭୋଟ୍
ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୬୫୩୮ ଭୋଟ୍
ଚତୁର୍ଥ ରାଉଣ୍ଡ
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ
ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୨ ହଜାର ୮୧୫ ଭୋଟ୍ରେ ଆଗୁଆ
ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍
ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୬୦୮୮ ଭୋଟ୍
ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୫୩୨୦ ଭୋଟ୍
ତୃତୀୟ ରାଉଣ୍ଡ
ତୃତୀୟ ରାଉଣ୍ଡ ସୁଦ୍ଧା ୧୦ହଜାର ୧୩ ଭୋଟ୍ରେ ଆଗୁଆ
ତୃତୀୟ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୪୩୭୦ ଭୋଟ୍
ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୪୩୫୭ ଭୋଟ୍
କଂଗ୍ରେସର ଘାସିରାମ ମାଝୀଙ୍କୁ ୩୫୩୦ ଭୋଟ୍
ଦ୍ୱିତୀୟ ରାଉଣ୍ଡ
ଦ୍ୱିତୀୟ ରାଉଣ୍ଡରେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ
ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୭୪୧୩ ଭୋଟ୍ରେ ଆଗୁଆ
ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଢ଼ୋଲକିଆଙ୍କୁ ୧୦୪୩୬ ଭୋଟ୍
ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୩୦୨୩ ଭୋଟ୍
କଂଗ୍ରେସର ଘାସିରାମ ମାଝୀଙ୍କୁ ୨୨୩୪ ଭୋଟ୍
ପ୍ରଥମ ରାଉଣ୍ଡ
ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ
ପ୍ରଥମ ରାଉଣ୍ଡରେ ୩୫୪୭ ଭୋଟରେ ଆଗୁଆ
ପ୍ରଥମ ରାଉଣ୍ଡରେ ଢ଼ୋଲକିଆଙ୍କୁ ମିଳିଛି ୪୯୦୪ ଭୋଟ୍
ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୧୩୫୭ ଭୋଟ୍
କଂଗ୍ରେସର ଘାସିରାମ ମାଝୀଙ୍କୁ ୧୩୦୮ ଭୋଟ୍
