ପୁରୀ ଏସପି ଭାବେ ଦାୟିତ୍ୱ ନେବା ପରେ ପିନାକ ମିଶ୍ରଙ୍କ ସୂଚନା । ମୋର ପୂର୍ବରୁ ଯେଉଁ ଛୋଟ ଅଭିଜ୍ଞତା ରହିଛି କାମରେ ଲଗାଇବି । ମହାପ୍ରଭୁ ମୋତେ ଓ ପୋଲିସକୁ ଶକ୍ତି ଦିଅନ୍ତୁ କାମନା କରୁଛି । ଅଘଟଣ ନେଇ ମୁଁ ଏବେ କହିବା ଠିକ ହେବ ନାହିଁ । ସମସ୍ତ ନୀତିକାନ୍ତି ଆଗକୁ କିପରି ଠିକ ଭାବେ ହେବ ପ୍ରାଥମିକତା ଦିଆଯିବ ।