Odia News Portal

ଟଳିଲେ ୨ ମାଓବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ବୁଡାଗୁଡା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।  ଗୁଇନ୍ଦା ସଚନା  ଆଧାରରେ ୨ ଦିନ  ହେଲା ଚାଲିଥିଲା ଅପରେସନ ।