Odia News Portal

ଟ୍ରାକ୍ଟର ମଡାଇ ହତ୍ୟା: ଦୋଷୀକୁ ଆଜୀବନ ଜେଲ୍‌

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍ ଦେଲେ ଏଡିଜେ କୋର୍ଟ । ଟ୍ରାକ୍ଟର ମଡାଇ ହତ୍ୟା ମାମଲାରେ ଦୋଷୀ ତ୍ରିଲୋଚନ ସାହୁଙ୍କୁ ସଜ୍ଜା । ୨୦୧୭ ସହର ଥାନା ଅଞ୍ଚଳରେ ହତ୍ୟା ମାମଲାରେ ଦଣ୍ଡାଦେଶ କରାଯାଇଛି । ଜମି ବିବାଦକୁ ନେଇ ଭୀମସେନ ମଲ୍ଲୀକଙ୍କୁ ହତ୍ୟା କରାଯାଇଥିଲା । ଭୀମସେଙ୍କ ଉପରେ ଟ୍ରାକ୍ଟର ଚଢାଉ ହତ୍ୟା କରିଥିଲା ତ୍ରିଲୋଚନ ।