Odia News Portal

ଟ୍ରେନ ଟ୍ରାଜେଡି: ଜେଲ ଗଲେ ୩ ଅଭିଯୁକ୍ତ

ବାହାନଗା ଟ୍ରେନ ଟ୍ରାଜେଡିରେ ଝାରପଡା ଜେଲ ଗଲେ ୩ ଅଭିଯୁକ୍ତ । ରିମାଣ୍ଡ ଶେଷ ପରେ ଜେଲ ଗଲେ,ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି । ଆଜି ରିମାଣ୍ଡ ସରିଥିବା ବେଳେ ଆଉ ରିମାଣ୍ଡରେ ନେଲାନି ସିବିଆଇ ।