ଦାମିକିଆ ମାଛ । ଦୁଇ କ୍ବିଣ୍ଟାଲ ମାଛର ଦାମ୍ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଯାହାର ଓଜନ ୨ କ୍ବିଣ୍ଟାଲ ରହିଛି । ଏହି ମାଛକୁ ଦୀଘା ମାଛ ମାର୍କେଟରେ ବିକ୍ରି କରିବେ ମତ୍ସଜୀବୀ।
Recover your password.
A password will be e-mailed to you.