Odia News Portal

ଦେଶ ସୁରକ୍ଷା ପାଇଁ ଦିଆଯିବ ତାଲିମ:  ମନ୍ତ୍ରୀ

ଦେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ବାହ୍ୟ କିମ୍ବା ଅନ୍ତ ଶକ୍ତି  ମୁକାବିଲା ପାଇଁ ପ୍ରଶିକ୍ଷଣ ଦିଆଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯିବ । ସାମରିକ , ଅର୍ଧସାମରିକ, ପୁଲିସ ପାଇଁ ପ୍ରସ୍ତୁତ  କରାଯିବ ।