Odia News Portal

ନିର୍ବାଚନ ଆସିଲେ ନୂଆ ଯୋଜନା: କଂଗ୍ରେସ

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ କଂଗ୍ରେସର ସମାଲୋଚନା । ନିର୍ବାଚନ ଆସିଲେ ନୂଆ ଯୋଜନା ଘୋଷଣା ହୁଏ କହିଲେ ପିସିସି ସଭାପତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କହୁଛନ୍ତି,ରତ୍ନଭଣ୍ଡାର କାହିଁକି ଖୋଲୁନାହାନ୍ତି । ବିଜେଡି କର୍ମୀଙ୍କୁ ପୋଷିବାକୁ ଯୋଜନା ହୋଇଛି କହିଲେ ବିଜୟ ପଟ୍ଟନାୟକ । ବିଜେଡି କର୍ମୀ କିମ୍ବା ମନୋନିତ ଠିକାଦାରଙ୍କୁ ଏହି ଅର୍ଥ ଦିଆଯିବ । ୪ ହଜାର କୋଟି ଟଙ୍କାରେ ୧ ହଜାର ଶୀତଳ ଭଣ୍ଡାର ଖୋଲି ହୁଅନ୍ତା । ନିର୍ବାଚନ ଇସ୍ତାହାରରେ ଥିବା ସତ୍ତ୍ୱେ କାହିଁକି ଶୀତଳ ଭଣ୍ଡାର କଲେନି ।