Odia News Portal

ପାର୍ଟ ପ୍ଲଟ ପ୍ରସଙ୍ଗ: ୩୦୦ ଡିଏସଆରଙ୍କୁ କାରଣ ଦର୍ଶାଅ ନୋଟିସ

ପାର୍ଟ ପ୍ଲଟ ପ୍ରସଙ୍ଗରେ  ୩୦୦  ଡିଏସଆରଙ୍କୁ କାରଣ ଦର୍ଶାଅ ନୋଟିସ । କାରଣ ଦର୍ଶାଅ ନୋଟିସ ଜାରି କଲା ରାଜସ୍ୱ ବିଭାଗ ।  ନୋଟିସ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।  ବେଆଇନ କାରବାର ପାଇଁ  ଡିଏସଆରଙ୍କୁ  ନୋଟିସ  ଦିଆଯାଇଛି ।  ପାର୍ଟ ପ୍ଲଟ  ବିକ୍ରି କ୍ଷେତ୍ରରେ  ବେଆଇନ କାରବାର ଅଭିଯୋଗ ହୋଇଛି ।  ଭୁଲ କାମ ପାଇଁ  କାଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି ।