Odia News Portal

ପୁରୀରେ ରଥଟଣା ବେଳେ ଠେଲାପେଲା

ତାଳଧ୍ୱଜ ରଥଟଣା ବେଳେ ଠେଲାପେଲା । ମରିଚିକୋଟ ଛକଠାରେ ଠେଲାପେଲାରେ ଏକାଧିକ ଆହତ । ଆହାତ ମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।