Odia News Portal

ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ପରଲୋକ

 ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ । ୮୩ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ପରଲୋକ । ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ ଥିଲେ । ଷ୍ଟାଫ୍ ସିରେକ୍ସନ ଓ କୃଷି କମିଶନ ଅଧ୍ୟକ୍ଷ ମଧ୍ୟ ଥିଲେ ସୁଧାଂଶୁ ।