Odia News Portal

ପ୍ରଶ୍ନପତ୍ର ତ୍ରୁଟି ଓ ରେଜଲ୍ଟ ପ୍ରକାଶନରେ ଅସନ୍ତୁଷ୍ଟ ନେଇ ଓଟିଇଟି ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

 କଟକ ବୋର୍ଡ ଅଫିସ ଘେରିଲେ ଶହ ଶହ ଓଟିଇଟି ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ତ୍ରୁଟି ଓ ରେଜଲ୍ଟ ପ୍ରକାଶନରେ ଅସନ୍ତୁଷ୍ଟ ହୋଇ ଘେରିଲେ । ଗୁରୁବାର ବାହାରିଥିବା ରେଜଲ୍ଟକୁ ନେଇ ଖୁସି ନାହିଁନ୍ତି ପରୀକ୍ଷାର୍ଥୀ ।