Odia News Portal

ବଜାରକୁ ଆସିଲା ନୂଆ ନେକ୍ସନ କାମୋ

ଟାଟା ମୋଟର୍ସ ପାସେଞ୍ଜର ଭେହିକିଲ ତରଫରୁ ଭାରତର ନଂ.୧ ଏସୟୁଭିର ଏକ ଦୃଢ଼ ଏବଂ ନୂତନ ପରିପ୍ରକାଶ ନେକ୍ସନ କାମୋ ଉନ୍ମୋଚିତ  ୯.୯୯ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ, ଦିଲ୍ଲୀ)ର ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟ, ଏକ୍ସକଜ୍ଲୁ ିଭ ମୁନା୍ନର ମିଷ୍ଟ ଏବଂ କୁର୍ଗ କ୍ଲାଉଡ଼ ରଙ୍ଗ ତଥା ପେଟ୍ରୋଲ, ଡେ଼ି ଜଲ ଏବଂ ସିଏନଜି ପାଓ୍ବାରଟ୍ରେନର ଅତ୍ୟାଧୁନକି ଫିଚର଼ ସହିତ ଉପଲବ୍ଧ   । ନେକ୍ସନର ୧୦ବର୍ଷ ପୂର୍ତ୍ତି ଉତ୍ସବ ଭାବରେ ପାଳନ କରି, ଟାଟା ମୋଟର୍ସ ପାସେଞ୍ଜର ଭେହିକିଲ ଲିଃ. (ଟିଏମପିଭି), ଭାରତର ଅଗ୍ରଣୀ କାର ଏବଂ ଏସୟୁଭି ଯାନର ନିର୍ମାଣକାରୀ ପ୍ରତିଷ୍ଠାନ, ଆଜି ନେକ୍ସନ କାମୋର ଉନ୍ମୋଚନ ବିଷୟରେ ଘୋଷଣା କରିଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ୯.୯୯ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ, ଦିଲ୍ଲୀ) ରଖାଯାଇଛି । ଦୁଇଟି ପ୍ରିମୟିମ ରଙ୍ଗ ମୁନ୍ନାର ମିଷ୍ଟ ଏବଂ କୁର୍ଗ କ୍ଲାଉଡ଼ରେ ଉପଲବ୍ଧ ଏହି ନେକ୍ସନ କାମୋ ଆକଷର୍ଣୀୟ ଷ୍ଟାଇଲିଙ୍ଗ ସହିତ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଏଠାରେ ଯୋଡଛ଼ି । ଯାହାର ବିଶେଷତ୍ୱ ମଧ୍ୟରେ ରହିଛି ହାରମାନ ଟିଏମ ଦ୍ୱାରା ନିମିର୍ତ ଅଲଟ୍ରା ଭ୍ୟୁଟ୍ୟୁନ ଏଚଡି ଡଜ଼ିଟାଲ କକପିଟ , ୩୧.୨୪ ସେ.ମି. (୧୨.୩-ଇ ) ଇନଫୋଟେନମେ ପ୍ରଣାଳୀ, ୨୬.୦୩ ସେ.ମି. (୧୦.୨୫–ଇ ) ଡିଜ଼ିଟାଲ ଇନଷ୍ଟ୍ରୁମେ କ୍ଲଷ୍ଟର ସଦୃଶ୍ୟ ନାଭେି ଗସନ ସହିତ ଏବଂ ୩୬୦ ଡିଗ୍ରୀ । ଚତୁଃପାଶୱର୍ କ୍ୟାମେରା ଦୃଶ୍ୟମାନ ପ୍ରଣାଳୀର ଅଂଶ ଭାବରେ ଏକ ସମନ୍ୱତି ଡ଼୍ୟାସକ୍ୟାମ ରେକର୍ଡ଼ । ଏସବୁ ବିଶେଷତ୍ୱ ସହିତ ଏଥିରେ ରହିଛି ଦୃଢ଼ ପ୍ରିମୟିମ ଆରାମଦାୟକତାର ପ୍ୟାକେଜ ତଥା ସୁରକ୍ଷା ଏବଂ ସ୍ମାଟ ର୍ ଜ୍ଞାନକୌଶଳ ବିଶେଷତ୍ବ ଯେପରିକି ଆଡ଼ାସ୍‌, ଭଏସ-ସହାୟତାକାରୀ, ପାନୋରାମକି ସନରଫୁ, ବାୟୁ ପରିଚାଳନାକାରୀ ଲେଦର ଚାଳିତ ସିଟ ଏବଂ ଜେବିଏଲ ଅଡଓ଼ି ସିଷ୍ଟମ । ପେଟ୍ରୋଲ, ଡ଼ିଜେଲ ଏବଂ ଆଇସିଏନଜି ପାୱାରଟେନ୍ର ସହତି ଏକାଧତ୍କ ଟ୍ରାନ୍ସମିସନ ବିକଳ୍ପରେ ଉପଲବ୍ଧ ଏହି ନେକ୍ସନ କାମୋ, ପ୍ରତ୍ୟେକ ପ୍ରକାରର ଏସୟୁଭି ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବ ।

ବର୍ଷ ବର୍ଷ ଧରି, ଟାଟା ନେକ୍ସନ ଗ୍ରାହକଙ୍କ ଆବଶ୍ୟତା ଅନୁଯାୟୀ କ୍ରମାଗତ ଭାବରେ ନିଜକୁ ବିକଶିତ କରି ଭାରତର ସବୁଠାରୁ ସଫଳ ଏବଂ ଲୋକପ୍ରୟି ଏସୟୁଭି ବ୍ରାଣ୍ଡ ଭାବରେ ସ୍ଥାପିତ ହୋଇପାରିଛ । ସୁରକ୍ଷା, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଟର୍ବୋ ଚାର୍ଜଯୁକ୍ତ ଦକ୍ଷତାକୁ ସହଜରେ ଉପଲବ୍ଧ କରାଇବା ଠାରୁ ଆରମ୍ଭ କରି ବିଭିନ୍ନ ପାୱାରଟ୍ରେନର ବିକଳ୍ପ ପ୍ରଦାନ କରିବା ପର୍ଯ୍ୟନ୍ତ, ନେକନ୍ସ କମ୍ପାକଟ ଏସୟୁଭି ସେଗମେରେ ନୂତନ ମାନଦଣ୍ଡ ସୃଷ୍ଟି କରିବା ସହ ନବସୃଜନ ଏବଂ ଗ୍ରାହକଙ୍କ ବିଶ୍ୱାସର ଏକ ଶକ୍ତଶି।ଳୀ ପରମ୍ପରା ଗଢ଼ି ତୋଳିଛ । ଆସନ୍ତା ପାବର୍ଣ ସମୟକୁ ଦୃଷ୍ଟିରେ ରଖ ନେକ୍ସନ କାମୋ ଏହାର ପ୍ରମାଣିତ ସୁରକ୍ଷା, ଦକ୍ଷତା ଏବଂ ବହୁମଖୀ ବ୍ୟବହାର ସହିତ ଏକ୍ସକ୍ଲଜିଭ ଷ୍ଟାଇଲଙ୍ଗି, ଉନ୍ନତ ଜ୍ଞାନକୌଶଳ ଏବଂ ନୂତନ ପ୍ରିମୟିମ ରଙ୍ଗକୁ ଏକାଠି କରି ଏହାକୁ ପ୍ରସ୍ତତୁ କରାଯାଇଛି । ପେଟ୍ରୋଲ, ଡିଜେଲ ଏବଂ ଆଇସିଏନଜି ପାୱାରଟ୍ରେନ ସହ ଏକାଧତ୍କ ଟ୍ରାନ୍ସମିସନ ବିକଳ୍ପ ଥାଇ, ପ୍ରତ୍ୟେକ ଗ୍ରାହକ ଏବଂ ତାଙ୍କର ଚାଳନା ପସନ୍ଧ ପାଇଁ ନେକ୍ସନ କାମୋ ଉପଲବ୍ଧ ହେବାକୁ ଯାଉଛି ।

ଶଭୁ।ରମ୍ଭ ଅବସରରେ ମୁଖ୍ୟ ବ୍ୟବସାୟୀକ ଅଧିକାରୀ, ବିବେକ ଶ୍ରୀ ବତ୍ସ, କହିଛନ୍ତି, “ଦଶନ୍ଧି ତଳୁ ଶୁଭାରମ୍ଭ ହେବା ପରଠାରୁ, ନେକ୍ସନ ୧୧ ଲକ୍ଷରୁ ଅଧିକ ପରିବାରକୁ ଆରାମଦାୟକ, ସୁରକ୍ଷିତ ଏବଂ ଆନନ୍ଦଦାୟକ ଯାତ୍ରା ପ୍ରଦାନ କରିଆସିଛ । ଏହା ରାସ୍ତାରେ ନିଜର ଏକ ସ୍ୱତନ୍ତ୍ର ଉପସ୍ଥିତି ସହିତ ଭାରତର ଅନ୍ୟତମ ପ୍ରସିଦ୍ଧ ଯାନ ଭାବେ ପରିଚତି ହୋଇପାରିଛ । ସୁରକ୍ଷା, ଜ୍ଞାନକୌଶଳ ଏବଂ ଡ଼ିଜାଇନର ମାନକୁ କ୍ରମାଗତ ଭାବେ ବୃଦ୍ଧି କରିବା ସହ ଏହିସବୁ ନବସୃଜନକୁ ବ୍ୟାପକ ଭାବରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଦ୍ୱାରା ଏହି ସଫଳତା ହାସଲ ହୋଇପାରିଛ । ନେକ୍ସନ କାମୋ ଦୁଇଟି ଆକର୍ଷଣୀୟ ନୂଆ ରଙ୍ଗ ଏବଂ ଉନ୍ନତ ଜ୍ଞାନକୌଶଳ ପ୍ୟାକେଜ ସହିତ ଏହି ଧାରାକୁ ଆଗକୁ ନେଉଛି, ଯାହା ଏହାକୁ ଅନ୍ୟ ନେକ୍ସନ ତୁଳନାରେ ସବୁଠାରୁ ନିଆରା କରିପାରିଛ । ପାର୍ବଣ ଋତୁ ପାଇଁ ସଠିକ୍ ସମୟରେ ଆସିଥିବା ଏହି ଯାନଟି, ଗ୍ରାହକଙ୍କୁ ନେକ୍ସନକୁ ନିଜର କରିବ ପାଇଁ ନିଶ୍ଚିତ ଭାବରେ ଆହୁରି ଅଧତ୍କ ମଜବୁତ କାରଣ ପ୍ରଦାନ କରୁଛି ।