ବଢିପାଣିରେ ଭାସିଯାଇ ଜଣେ ମୃତ । ମୃତକ ଜଣକ ହେଲେ ସିଂଲା ଥାନା କାଳନ୍ଦା ଗାଁର । ମାର୍କେଟ ଯିବା ବେଳେ ପାଣିସୁଅରେ ପଡିଯାଇ ଭାସିଗଲେ ା ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଲିଯାଇଛି । ବାଲେଶ୍ୱର ଏଭଳି ପୁରିସ୍ଥିତି ଦେଖି ଲେକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।