ଉନ୍ମକ୍ତ ପୁଅର ବର୍ୱର କାଣ୍ଡ । କୋଦଳା ବେଣ୍ଟରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ସାନଲାଙ୍ଗ ବାହାନ ଗ୍ରାମରେ ଘଟୁଛି ଏଭଳି ଘଟଣା । କୌଣସି କାରଣକୁ ନେଇ ପୁଅକୁ ଆକଟ କରିଥିଲେ ବାପା । ଯେଉଁଥିରେ ଉତ୍ୟକ୍ତ ହୋଇ ବାପାକୁ ହତ୍ୟା କରିଛି ପୁଅ । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି । ଅଭଳି କାଣ୍ଡ ଘଟାଇ ପୁଅ ଘଟଣାସ୍ଥଳରୁ ଫେରାର ଅଛି ।