ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏଏସ, ଓଆରଏସ ଅଫିସର । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡା, ଦେବଗଡ ଜିଲ୍ଲା , ସୁବଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ବି ସମୂହ ଛୁଟିରେ ଗଲେ । ବିଏମସି ଅଫିସରଙ୍କୁ ଆଟାକ ଘଟଣା ପ୍ରତିବାଦରେ ଛୁଟିରେ ଗଲେ । ଦୃଷ୍ଟାନ୍ତମୂଳକ କାଯ୍ୟାନୁଷ୍ଠାନ ନହେବା ଯାଏଁ ଛୁଟିରେ ରହିବେ ।