ସବୁ ଅଭିଯୋଗକୁ ଖଣ୍ଡନ କଲେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ । ମୋ ବିରୋଧରେ ସମସ୍ତ ଅଭିଯୋଗ ଭିତ୍ତିହୀନ । ଏଭଳି ମିଛ କଥା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନି । ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୁଣ୍ଣ ମିଛ । ପୋଲିସ ତା ହିସାବରେ କାମ କରୁଛି ଆଇନ ଉପରେ ଭରସା ଅଛି । ଉପରିସ୍ଥ ଅଧିକାରୀଙ୍କ ଠାରୁ ତଳ କର୍ମଚାରୀଙ୍କ ସହେଯାଗ ପାଇଛି । କାମ କରିବା ବେଳେ ଏଭଳି ଅଘଟଣ ଘଟେ, ଆଇନ ମୋତେ ନ୍ୟାୟ ଦେବ ।