Odia News Portal

ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ ଠାବ

ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ଟ୍ରକ ମିଳିଛି । ବିଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ୨ଟି ଟ୍ରକକୁ ନେଇ ସସ୍‌ପନ୍ସେ । ଘଟଣାସ୍ଥଲରେ ପୋଲିସ, ଖଣି ବିଭାଗ ଓ ଜିଏସଟି ଅଧିକାରୀ ଉପସ୍ଥିତ ରହି ତଦନ୍ତ କରୁଛନ୍ତି । ୨ଟି ଗାଡିରେ ବିପୁଳ ପରିମାଣରେ ବିସ୍ଫୋରକ ଥିବା ସୂଚନା ମିଳିଛି । ବିସ୍ଫୋରକ ଭର୍ତ୍ତି ଗାଡି କେଉଁଠି ଆସି କୁଆଡେ ଯାଉଥଲା ଛାନଭିନ ଚାଲିଛି । ବିସ୍ଫୋରକ ଲୁଟ ଘଟଣା ଭିତରେ ଏହି ଦୁଇ ଟ୍ରକକୁ ନେଇ ବଢିଲା ଚର୍ଚ୍ଚା ।