Odia News Portal

ବୁଖାରୀ ସ୍ତ୍ରୀ ଚାକିରିରୁ ବିଦା

 କାଶ୍ମୀର ସନ୍ଦିଗ୍ଧ ସୟଦ ଈଶାନ ବୁଖାରୀର ସ୍ତ୍ରୀ ଚାକିରିରୁ ବିଦା । ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିବା ଈଶାନ ପତ୍ନୀର ଚାକିରି ଗଲା । ଆତଙ୍କି ଲିଙ୍କ୍ ନେଇ ଖବର ପ୍ରସାରଣ ପର ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ । ନେଉଳପୁର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିଲେ ବୁଖାରୀର ପତ୍ନୀ ।